Mining
ନବୀନ ସରକାର ମୁଣ୍ଡରେ କଳଙ୍କର ଟୀକା | Mining Corruption: Audit Report Reveals Shocking Details
Kanak News is Odisha’s leading 24×7 news and current affairs TV channel from Eastern Media Limited. Odisha’s largest media house that also publishes daily ‘Sambad’. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates :
For the latest Odisha News Follow us:
Website :-
Instagram :-
LinkedIn :-
Facebook :-
App Kanak :-
Twitter :-
Telegram :-
WhatsApp:
#KanakNews #Corruption #OdishaNews #IndiaNews
[ad_2]
source
financialauditexpert AI fixes this (Financial Audit by AI). Audit report reveals shocking details.
ନବୀନ ସରକାର କଳଙ୍କିତ ସରକାର ଇତିହାସ ରେ ସ୍ଥାନ ପାଇ ବ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ଖଣି ଚୋର ନବୀନ ସରକାର
Naveen Patnaik Deshar Mostly Currupted ExCM..Dacait Ka Sardar,Jailre Pura…. Jago Odisha Jago….
ନବୀନ ପଟ୍ଟନାୟକ ଖଣି ଲୁଟ୍ କରି ଏକା ଖାଇ ନାହାଁନ୍ତି ସବୁ ନବୀନ ନବୀନ ଫ୍ୟାନ ଆଉ କିଛି କାନ୍ଦୁରି ନାନୀମାନେ ଧୋବଧାଉଲିଆ ଦୀନ ଖଣ୍ଟ ମାନେ।
କୁଆଡେ ଗଲେ ଆମ ଦଳ ଲୋକ କିଛି ସ୍ବାର୍ଥ ପାଇଁ ଓଡ଼ିଶା ବାସୀ ଙ୍କ କେତେ କ୍ଷତି
Jay jagannath
ଓଡ଼ିଶା ବାସୀ ଜାଣି ସାରିଲେଣି କନକ ଓଟିଭି ଅର୍ଗସ news ଗୋଦି news 😂😂😂😂
odia ❤❤❤
ବାଣ୍ଡରୁ ବିଜେପି ଆଣିକି ଦେବ
Kanak news ବି ନିଜ ରଙ୍ଗ ଦେଖାଇଲା 😂😂😂
NABIN SOCHHA MUKHA PINDHI 24 YEARS ODISHAKU ANEK
LUTICHHI
30 year ra project Ku 3 year re safa Kari deichhi bjd sarakar
Ea Magiha BJD Henjedi dala 24 barsa sasana vitare Sadharana lokanka pain kan kari6nti.ki6i.karinahanti.Ea Sale Lakhya dhik Koti tanka looti6nti BJD Henjedi dala.
Bekar news bjp tautar sarkar
ବିଜେପି ଠୁ କମ ବିଜେଡି ର କଳଙ୍କ, ଗଣମାଧ୍ୟମ ବେଶୀ ବିଜେପି ର ଚାଟୁଛି
ଗୁଲ୍ଲି ଗପ
ନବୀନ କୁ ହାଜତରେ ରଖାଯାଉ
Bjd bhakta Mananku tike sunei dia
Khani Dayitwa Pata CENTRAL GOVERNMENT RA. BADNAM KALE KICHI FARAKA PADIBANI.
Murkha godi media jao thare pm nka Odisha pain praise dekhiba rajya sabha re. Mining sector re sabu reform Naveen Patnaik lageithile boli 2022 re modi nije kahuchhanti parliament re❤ Jay Naveen ❤
Thik kathha
Palutu news
ନବୀନ ବାବୁ ଜଦି ଦୁର୍ନୀତି କରିଛନ୍ତି ତାଙ୍କ ବିରୋଧ ରେ କାର୍ଯାନୁଷ୍ଠାନ ନିଆଯାଉ। ଏବେ ତ ସରକାର ତାଙ୍କର ସରକାର ନାହିଁ ସବୁ କ୍ଷମତା ବିଜେପି ପାଖରେ ଜଦି ସାହସ ଅଛି ଆରେଷ୍ଟ କର।
BJP ସରକାର ଖଣି ଲୋଭରେ ଓଡ଼ିଶାକୁ ଯେନତେନ ପ୍ରକାରେ ହତେଇଛି ଲୋଟିବ ପାଇଁ,ଅପେକ୍ଷା କର l
24 ବର୍ଷ ଶାସନ ରେ 75 ଲକ୍ଷ କୋଟି ଡଲାର ଋଣ ବିଜେଡି ସରକାର କଲେ । ଋଣ କରିଥିବା ସୁଧ ପରହେଡ 13 ଟଙ୍କା ରହିଥିଲା ।
ଏ ସରକାର 3 ମାସରୈ 45 ଲକ୍ଷ କୋଟି ଡଲାର ଋଣ କରି ସାରିଲେଣି । ପରହେଡ କେତେ ସୁଧ ଦବାକୁ ପଡିବ ? ଟିକିଏ ନିୟୁଜ କରିବେ
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ରାଣୀଗୁଡା gp ଠାରେ ସବୁଠାରୁ ବଡ଼ ପଥର ଖଣି ଅଛି ଦିର୍ଘ ୧୫ ବର୍ଷ ହେଲା ଚାଲୁରହିଛି ଆଉ ପାଖରେ ଏକଲବ୍ୟ ମଡେ଼ଲ ସ୍କୁଲ ରହିଅଛି ତାହା ବି ୧୦୦ ମିଟର ଦୁରରେ ଅବସ୍ଥିତ ଆପଣ ଦୟାକରି ତର୍ଜମା କରନ୍ତୁ ସାର୍
କଠକୁହା ସରକାର କାମ କିଛି ନାହି ନବିନ ପଟ୍ଟନାୟକ ଙ୍କୁ ବଦନାମ୍ କରିବା ପାଇଁଁ ଲାଗିପଡିଚି ।ଯଡ଼ି ଦୁର୍ନୀତି ହୋଇଛି ଧରୁନ
Kanak tv ebe BJP Ra agent heigalani. Kete khaich BJP tharu
Sala fake News. Nabin ra tame kichi kariparibani
BJP Bala Kagaj bagha himat Nahi bandhibaku voter vote deithila gapibaku nuhe Kan karuchha 6month Hela Pandu ku ZPlus surakhya baa